ଲେଖାସମୂହ ବାବଦରେ ରାଇଜିଙ୍ଗ ଭଏସେସ
ଓଡ଼ିଆ ମାତୃଭାଷୀଙ୍କ ଡିଜିଟାଲ ନିରାପତ୍ତା: ଏକ ସାମାଜିକ-ଅର୍ଥନୈତିକ ଅବଲୋକନ
"ପ୍ରକୃତରେ ଏକ ଅନ୍ତର୍ଭୁକ୍ତିମୂଳକ ଏବଂ ସମାନ ଡିଜିଟାଲ ଦୁନିଆ ଗଢ଼ିବା ପାଇଁ ଓଡ଼ିଶାର ଅନେକ ଅବହେଳିତ ଗୋଷ୍ଠୀଙ୍କ ବାବଦରେ ଗଭୀର ସାମାଜିକ-ଅର୍ଥନୈତିକ ଏବଂ ଡିଜିଟାଲ ଉତ୍ପୀଡ଼ନର ଉଚ୍ଛେଦ ଜରୁରୀ ।"
Google ଓ Microsoft ଅନୁବାଦ ସେବାରେ ଭାରତର ଓଡ଼ିଆ ଭାଷା ଯୋଡ଼ାଗଲା
ମେସିନ ଅନୁବାଦ ଏକ ଭାଷାର ଡିଜିଟାଲ ଉପସ୍ଥିତି ବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ଉପକରଣ ।
୨୦୧୮ ମାତୃଭାଷା ମିମ ଅଭିଯାନ ଜରିଆରେ ଇଣ୍ଟରନେଟରେ ଅଧିକ ଭାଷାଗତ ବିଭିନ୍ନତାର ପ୍ରସାର
୨୦୧୮ ମସିହା ଫେବ୍ରୁଆରୀ ୧୪-୨୧ ଭିତରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମାତୃଭାଷା ମିମ ଅଭିଯାନରେ ଭାଗନେଇ ଏକ ସଂଖ୍ୟାଲଘୁ, ଆଦିମ କିମ୍ବା ବିରଳ ଭାଷାରେ ଏକ ମିମ ତିଆରି ପାଇଁ ସମସ୍ତଙ୍କୁ ଏକ ଖୋଲା ଆମନ୍ତ୍ରଣ ।
ଓଡ଼ିଆ ଭାଷାର ଜନସ୍ରୋତ ଆଧାରିତ ଉଇକିଅଭିଧାନ ପ୍ରକଳ୍ପ ପାଇଁ ଏକ ନୂଆ ଅଡ଼ିଓ ଅପଲୋଡ଼ିଂ ଉପକରଣ
ଓଡ଼ିଆ ଭାଷା ପାଇଁ ଉତ୍ସାହୀ ଜଣେ ଗ୍ଲୋବାଲ ଭଏସେସ ଯୋଗଦାନକାରୀ ଉଇକିଅଭିଧାନ ଭଳି ପ୍ରକଳ୍ପରେ ଶବ୍ଦଗୁଡ଼ିକର ରେକର୍ଡ଼ିଂ ଓ ମୁକ୍ତ ଲାଇସେନ୍ସରେ ସେଗୁଡ଼ିକର ଅପଲୋଡ଼ କରିବା ପାଇଁ ଏକ ଓପନ ସୋର୍ସ ସମାଧାନ ଗଢ଼ିଛନ୍ତି ।
ଲୋକଙ୍କୁ ନେଇ ଏଲ ସାଲଭାଡୋରର ପିସବି ଓ ପୋଟୋନ ଭାଷାକୁ ବଞ୍ଚାଇବା
"ଏଲ ସାଲଭାଡୋରର ପୋଟୋନ ଓ ପିସବି ଭାଷାଙ୍କ ପୁନରୁଜ୍ଜୀବୀକରଣ" ପ୍ରକଳ୍ପର ଏହା ପଞ୍ଚମ ଅପଡେଟ । ଏଗା ଲେଙ୍କା ଓ କାକାୱିରା ଲୋକଙ୍କ ପରିଚିତି ଦୃଢ଼ କରିବା ନିମନ୍ତେ ଓ ସେମାନଙ୍କ ମାତୃଭାଷାର ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଥିଲା ।
୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ
ଏକ ପ୍ରକଳ୍ପ ଯାହା କିଛି ବର୍ଷ ପୂର୍ବେ ପାଖାପାଖି ସମସ୍ତଙ୍କୁ ଅଜଣା ଥିଲା ଓ ମାସିକ ପୃଷ୍ଠା ପାଠକ କିଛି ହଜାର ଯାଏଁ ସୀମିତ ଥିଲା କେବଳ ୨୦୧୫ ମାର୍ଚ ମାସରେ ଅଧୁନା ୮,୦୮,୮୩୪ ପାଠକଙ୍କ ଦ୍ଵାରା ପଢାଯାଇଛି।
ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ
ଓଡିଆ ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ୨,୫୦୦ ବର୍ଷର ପୁରୁଣା ଏକ ଭାଷା । ନିକଟ ଅତୀତରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଏ ଅବସରରେ ଓଡିଆ ଉଇକିପିଡିଆ ସମାଜ ଭୁବନେଶ୍ବରଠାରେ ୧୪ଟି ଓଡ଼ିଆ ବହିର CC-BY-SA ୩.0 ଲାଇସେନ୍ସରେ ବିତରଣ କରି ବିଭିନ୍ନ ଓପନ ସୋର୍ସ ସପ୍ଟଓଏର ଓ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜନସଚେତନତା ସୃଷ୍ଟି କରିଥିଲେ ।