ଲେଖାସମୂହ ବାବଦରେ ରାଇଜିଙ୍ଗ ଭଏସେସ

୨୦୧୮ ମାତୃଭାଷା ମିମ ଅଭିଯାନ ଜରିଆରେ ଇଣ୍ଟରନେଟରେ ଅଧିକ ଭାଷାଗତ ବିଭିନ୍ନତାର ପ୍ରସାର

୨୦୧୮ ମସିହା ଫେବ୍ରୁଆରୀ ୧୪-୨୧ ଭିତରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମାତୃଭାଷା ମିମ ଅଭିଯାନରେ ଭାଗନେଇ ଏକ ସଂଖ୍ୟାଲଘୁ, ଆଦିମ କିମ୍ବା ବିରଳ ଭାଷାରେ ଏକ ମିମ ତିଆରି ପାଇଁ ସମସ୍ତଙ୍କୁ ଏକ ଖୋଲା ଆମନ୍ତ୍ରଣ ।

15 ଫେବ୍ରୁଆରି 2018

ଓଡ଼ିଆ ଭାଷାର ଜନସ୍ରୋତ ଆଧାରିତ ଉଇକିଅଭିଧାନ ପ୍ରକଳ୍ପ ପାଇଁ ଏକ ନୂଆ ଅଡ଼ିଓ ଅପଲୋଡ଼ିଂ ଉପକରଣ

ଓଡ଼ିଆ ଭାଷା ପାଇଁ ଉତ୍ସାହୀ ଜଣେ ଗ୍ଲୋବାଲ ଭଏସେସ ଯୋଗଦାନକାରୀ ଉଇକିଅଭିଧାନ ଭଳି ପ୍ରକଳ୍ପରେ ଶବ୍ଦଗୁଡ଼ିକର ରେକର୍ଡ଼ିଂ ଓ ମୁକ୍ତ ଲାଇସେନ୍ସରେ ସେଗୁଡ଼ିକର ଅପଲୋଡ଼ କରିବା ପାଇଁ ଏକ ଓପନ ସୋର୍ସ ସମାଧାନ ଗଢ଼ିଛନ୍ତି ।

9 ମେ 2017

ଲୋକଙ୍କୁ ନେଇ ଏଲ ସାଲଭାଡୋରର ପିସବି ଓ ପୋଟୋନ ଭାଷାକୁ ବଞ୍ଚାଇବା

"ଏଲ ସାଲଭାଡୋରର ପୋଟୋନ ଓ ପିସବି ଭାଷାଙ୍କ ପୁନରୁଜ୍ଜୀବୀକରଣ" ପ୍ରକଳ୍ପର ଏହା ପଞ୍ଚମ ଅପଡେଟ । ଏଗା ଲେଙ୍କା ଓ କାକାୱିରା ଲୋକଙ୍କ ପରିଚିତି ଦୃଢ଼ କରିବା ନିମନ୍ତେ ଓ ସେମାନଙ୍କ ମାତୃଭାଷାର ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଥିଲା ।

9 ମେ 2017

୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ

ଏକ ପ୍ରକଳ୍ପ ଯାହା କିଛି ବର୍ଷ ପୂର୍ବେ ପାଖାପାଖି ସମସ୍ତଙ୍କୁ ଅଜଣା ଥିଲା ଓ ମାସିକ ପୃଷ୍ଠା ପାଠକ କିଛି ହଜାର ଯାଏଁ ସୀମିତ ଥିଲା କେବଳ ୨୦୧୫ ମାର୍ଚ ମାସରେ ଅଧୁନା ୮,୦୮,୮୩୪ ପାଠକଙ୍କ ଦ୍ଵାରା ପଢାଯାଇଛି।

22 ଜୁନ 2015

ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ

ଓଡିଆ ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ୨,୫୦୦ ବର୍ଷର ପୁରୁଣା ଏକ ଭାଷା । ନିକଟ ଅତୀତରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଏ ଅବସରରେ ଓଡିଆ ଉଇକିପିଡିଆ ସମାଜ ଭୁବନେଶ୍ବରଠାରେ ୧୪ଟି ଓଡ଼ିଆ ବହିର CC-BY-SA ୩.0 ଲାଇସେନ୍ସରେ ବିତରଣ କରି ବିଭିନ୍ନ ଓପନ ସୋର୍ସ ସପ୍ଟଓଏର ଓ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜନସଚେତନତା ସୃଷ୍ଟି କରିଥିଲେ ।

20 ଜୁନ 2014