ସମସ୍ତ ଭାଷା ଉପରେ ଦେଖୁଛନ୍ତି? ଜଗତର ନାଗରିକ ମିଡିଆ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ଆମେ ଗ୍ଲୋବାଲ ଭଏସେସ କାହାଣୀମାନ ଅନୁବାଦ କରିଥାଉ ।

ସ୍ୱେଚ୍ଛାସେବୀ

ଆମର ବଳ ହେଉଛନ୍ତି ଆମର ସ୍ୱେଚ୍ଛାସେବୀ ସମାଜ । ଆମ ଦଳରେ ଜଣେ ସ୍ୱେଚ୍ଛାସେବୀ ଲେଖକ କିମ୍ବା ଅନୁବାଦକ ଭାବେ ଯୋଗ ଦେଇ ଜଗତ ସାରାର ଆଳାପ ଆଲୋଚନାରେ ଭିନ୍ନତା ତିଆରି କରନ୍ତୁ ।

ଲେଖକଗଣ

ଆପଣ ସୋସିଆଲ ମିଡିଆର, ସ୍ୱାଧୀନ ମିଡିଆର, କିମ୍ବା ବିଶେଷ ଭାବେ, ଅଣଦେଖା କରାଯାଇଥିବା କିମ୍ବା ପାରମ୍ପାରିକ ମିଡିଆରେ ଅଳ୍ପ ଚର୍ଚାରେ ଥିବା ଏକ ଅଞ୍ଚଳ ବା ଦେଶ ବାବଦରେ ଥିବା ବ୍ଲଗର ଜଣେ ତୀକ୍ଷ୍ଣ ବିଶ୍ଳେଷକ କି? ତେବେ ଏହି ଫର୍ମଟି ଭରି ଆମ ସ୍ୱେଚ୍ଛାସେବୀ ଲେଖକ ଦଳରେ ସାମିଲ ହୁଅନ୍ତୁ ।

ଅନୁବାଦକଗଣ

ଆମର କାହାଣୀମାନ ସ୍ପାନିସ, ଚାଇନିଜ, ଫ୍ରେଞ୍ଚ, ଆରବିକ ଓ ଏହି ୱେବସାଇଟର ଉପରେ ଥିବା ସମସ୍ତ ଭାଷାରେ ଅନୁଦିତ ହୋଇଥାଏ! ଯଦି ଆପଣ ବହୁଭାଷୀ ଏବଂ ଆମର ପ୍ରଭାବଶାଳୀ ଅନୁବାଦକ ଦଳରେ ସାମିଲ ହେବାକୁ ଚାହାଁନ୍ତି, ଏହି ଫର୍ମଟି ଭରନ୍ତୁ ।

ଯଦି ଆପଣଙ୍କ ଭାଷା ଉପର ପଟିରେ ନାହିଁ, ତେବେ ଆପଣ ଏକ ନୂଆ ଭାଷାର ୱେବସାଇଟ ଆରମ୍ଭ କରିବା ପାଇଁ ମଧ୍ୟ ସ୍ୱେଚ୍ଛାରେ ଯୋଗ ଦିଅନ୍ତୁ, ଆଉ ନିଜର ଦଳ ଗଢ଼ନ୍ତୁ ।

ଯୋଗଦାନକାରୀ ଉପକରଣପେଡ଼ି