ଲେଖାସମୂହ ବାବଦରେ ଯୁଦ୍ଧ ଓ ଦ୍ୱନ୍ଦ

ପେସମରଗା ଯୋଦ୍ଧା ନାରୀ ନିଜ ପିଲାକୁ ସ୍ତନ୍ୟପାନ କରାଉଥିବାର ଫଟୋର ବ୍ୟାପକ ଖ୍ୟାତିରେ କୁରଦିସ ମିଡ଼ିଆ ବନ୍ଦୀ

କୁରଦିସ ମିଡ଼ିଆ ଅନୁଷ୍ଠାନଗଣ ଜଣେ ପେସମେରଗା ମହିଳାଙ୍କ ଫଟୋ ବାବଦୀୟ ଆଲୋଚନାରେ ବାବଦୂକ ସାଜିଛନ୍ତି । ମହିଳାଜଣକ ଏକ ସ୍ୱଂୟଚାଳିତ ବନ୍ଧୁକ ପାଖରେ ଥୋଇ ନିଜ ପିଲାଟିକୁ କ୍ଷୀର ପିଆଉଛନ୍ତି । ଫଟୋଟି ସୋସିଆଲ ନେଟୱାର୍କିଙ୍ଗ ସାଇଟମାନଙ୍କରେ ବହୁବାର ପ୍ରକାଶିତ ହୋଇ କୁରଦିସ ମହିଳାମାନଙ୍କ ଶକ୍ତି ଓ ISIS ବିରୁଦ୍ଧରେ ନାରୀ ଆନ୍ଦୋଳନକୁ ବହୁଗୁଣିତ କରିଛି । ବିଭିନ୍ନ ପାଶ୍ଚାତ୍ୟ ଦେଶମାନଙ୍କରେ ସ୍ତନ୍ୟପାନକୁ ନୀଚ ଦେଖାଉଥିବା (ନିକଟରେ ଇଉକେରେ) ବେଳେ...