ସମସ୍ତ ଭାଷା ଉପରେ ଦେଖୁଛନ୍ତି? ଜଗତର ନାଗରିକ ମିଡିଆ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ଆମେ ଗ୍ଲୋବାଲ ଭଏସେସ କାହାଣୀମାନ ଅନୁବାଦ କରିଥାଉ ।

ଲେଖାସମୂହ ବାବଦରେ ଶାସନ

ଜଣେ ଗରିବ ଭାରତୀୟ ଚାଷୀ ତା’ ପତ୍ନୀର ମୃତଦେହକୁ କାନ୍ଧରେ ବୋହିନେବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅକ୍ଷମତାର ଚିହ୍ନ ହେଲା

"ଆମେ ଏମିତି ଏକ ଦେଶରେ ରହୁଛୁ ଯେଉଁଠି ସାମ୍ବାଦିକ ଜଣେ ଏକ ଗରୀବ ଲୋକକୁ ତା ପତ୍ନୀର ଶବକୁ ଘରକୁ ନେବାରେ ସାହାଯ୍ୟ କଲାନାହିଁ [...] ଏ ଉପରେ ଖବରଟିଏ ।"

11 ସେପ୍ଟେମ୍ବର 2016

ଭାରତର ପର୍ଣ୍ଣ ଅଟକ କିପରି ଓଲଟା ଅସୁବିଧା ଟାଣି ସାରା ଦେଶକୁ ଏକ କରିଦେଲା

GV ଆଡ଼ଭୋକେସି

କଟୁ ସମାଲୋଚନା କାରଣରୁ ଭାରତର ପର୍ଣ୍ଣୋଗ୍ରାଫି ବିଷୟବସ୍ତୁ ଥିବା ସାଇଟମାଙ୍କ ଉପରେ ସପ୍ତାହେ ଭିତରେ ଅଟକ ଉଠିଗଲା । କିନ୍ତୁ ସରକାରଙ୍କ ଉପରେ ନିନ୍ଦା ଏବେବି ଚାଲିଛି ।

9 ଅଗଷ୍ଟ 2015