ବିଶେଷ ଲେଖାମାନ ବାବଦରେ ଟେକନୋଲୋଜି
ଲେଖାସମୂହ ବାବଦରେ ଟେକନୋଲୋଜି
Google ଓ Microsoft ଅନୁବାଦ ସେବାରେ ଭାରତର ଓଡ଼ିଆ ଭାଷା ଯୋଡ଼ାଗଲା
ମେସିନ ଅନୁବାଦ ଏକ ଭାଷାର ଡିଜିଟାଲ ଉପସ୍ଥିତି ବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ଉପକରଣ ।
ନକଲି ହ୍ୱାଟ୍ସଆପ ଆଉ ଫେସବୁକ ବାର୍ତ୍ତାକୁ ଧରିବା ପାଇଁ ଭାରତୀୟ ‘ଟେକି’ କାମ କରୁଛନ୍ତି
ଅନେକ ନୂଆ ବ୍ୟବହାରକାରୀ ଏବେ ବି ବିଶ୍ୱସନୀୟ ଓ ମିଛ ବା ଘାତକ ସ୍ରୋତ ଭିତର ତଫାତ ବାରିଜାଣନ୍ତିନାହିଁ ।
ଓଡ଼ିଆ ଭାଷାର ଜନସ୍ରୋତ ଆଧାରିତ ଉଇକିଅଭିଧାନ ପ୍ରକଳ୍ପ ପାଇଁ ଏକ ନୂଆ ଅଡ଼ିଓ ଅପଲୋଡ଼ିଂ ଉପକରଣ
ଓଡ଼ିଆ ଭାଷା ପାଇଁ ଉତ୍ସାହୀ ଜଣେ ଗ୍ଲୋବାଲ ଭଏସେସ ଯୋଗଦାନକାରୀ ଉଇକିଅଭିଧାନ ଭଳି ପ୍ରକଳ୍ପରେ ଶବ୍ଦଗୁଡ଼ିକର ରେକର୍ଡ଼ିଂ ଓ ମୁକ୍ତ ଲାଇସେନ୍ସରେ ସେଗୁଡ଼ିକର ଅପଲୋଡ଼ କରିବା ପାଇଁ ଏକ ଓପନ ସୋର୍ସ ସମାଧାନ ଗଢ଼ିଛନ୍ତି ।
ଭାରତର ପର୍ଣ୍ଣ ଅଟକ କିପରି ଓଲଟା ଅସୁବିଧା ଟାଣି ସାରା ଦେଶକୁ ଏକ କରିଦେଲା
କଟୁ ସମାଲୋଚନା କାରଣରୁ ଭାରତର ପର୍ଣ୍ଣୋଗ୍ରାଫି ବିଷୟବସ୍ତୁ ଥିବା ସାଇଟମାଙ୍କ ଉପରେ ସପ୍ତାହେ ଭିତରେ ଅଟକ ଉଠିଗଲା । କିନ୍ତୁ ସରକାରଙ୍କ ଉପରେ ନିନ୍ଦା ଏବେବି ଚାଲିଛି ।
ନୂଆ iOSରେ ଆପଲ ୫ଟି ଭାରତୀୟ ଭାଷା ଇନପୁଟ ପଦ୍ଧତି ଆରମ୍ଭ କଲା
ଛାମୁଆଁ କମ୍ପ୍ୟୁଟର କମ୍ପାନି ଆପଲ ନିଜର ନୂତନତମ iOS 8ର ଅଧିକ ଇନପୁଟ ପଦ୍ଧତି ଓ ଇଣ୍ଟରଫେସ ଭାଷା ଯୋଡ଼ି ନିଜ ଭାଷା ସଂଖ୍ୟା ବଢ଼ାଇଛି ।
ବଙ୍ଗଳାଦେଶରେ ଅଧମିଲିଅନ ଲୋକଙ୍କ ପାଇଁ ଇଣ୍ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ
"ଏହା ସତରେ ମଜାଦାର :) ମୋ ପାଇଁ ନୂଆ ହେଲେ ବି ମୁଁ ଖୁବ ଉଲ୍ଲସିତ । ମୋ ପାଇଁ ନୂଆ ହେଲେ ବି ମନ ଉଲୁସି ଉଠୁଛି । ବଙ୍ଗଳାଦେଶରେ ଏହା ଅଧିକ ଆଗେଇ ଜଣାଶୁଣା ହେବ ବୋଲି ଆଶା..."
ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ
ସେପ୍ଟେମ୍ବର ୩୦ ୨୦୧୪ ରେ ଗୁଗଲ ତାର "ଅର୍କୁଟ" ସେବା ବନ୍ଦ କରିଛି । ଏହାଦ୍ଵାରା ଇତିହାସ ପାଲଟିଯାଇଛି ଜଗତର ପ୍ରଥମ ପ୍ରିୟ ସାମାଜିକ ଗଣମାଧ୍ୟମ ।
#FreeSaeed: କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ
ତାଙ୍କର ଓପନ ସୋର୍ସ ସଫ୍ଟଓଏର ବ୍ୟବହାର କରି ଅନ୍ୟମାନେ ପର୍ଣୋଗ୍ରାଫିକ ଛବି ଡାଉନଲୋଡ଼ କରୁଥିବାରୁ ସଇଦ ମାଲେକପୁର ମୂଳତଃ "ଧରାର ଅନୀତିକାରୀ ଭାବେ ପ୍ରାଣଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।
ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓ
ଏହି ବର୍ଷର ଚର୍ଚ୍ଚିତ ଶ୍ରଦ୍ଧାଞ୍ଜଳି ଭିଡିଓ “ହ୍ୟାପି” ର ସିକିମ ସଂସ୍କରଣ ବହୁଜନ ଆଦୃତ ହୋଇଛି ଏହାର ଉଚ୍ଚମାନର ନିର୍ମାଣ ଶେଳୀକୁ ନେଇ ।