ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

ଭାରତୀୟ ବ୍ୟବହାରକାରୀମାନେ ଗୁଗଲର ସୋସିଆଲ ନେଟୱାର୍କିଙ୍ଗ ପ୍ଲାଟଫର୍ମ “ଅର୍କୁଟ”ର ଆସନ୍ନ ବିଚ୍ଛେଦ ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟମାନେ ବ୍ୟବହାର କରୁଥିବା ସାମାଜିକ ଗଣମାଧ୍ୟମ ସାଇଟମାନଙ୍କ ମଧ୍ୟରୁ ଅର୍କୁଟ ହେଉଛି ସବୁଠାରୁ ପୁରୁଣା ଓ ପୃଥିବୀର ୨୦% ଅର୍କୁଟ ବ୍ୟବହାରକାରୀ ହେଉଛନ୍ତି ଭାରତୀୟ ।
ଅର୍କୁଟର ଶେଷ ସମୟ ବେଳେ ବିନୟା ନାଇଡୁ ଲାଇଟହାଉସ ଇନସାଇଟସରେ କିଛି ବ୍ୟବାହାରକାରୀ ମାନଙ୍କ ମତ ସଂକଳନ କରିଛନ୍ତି ।

ପ୍ରିୟା ମିତ୍ତଲ ନିଜର ପିଲାଦିନର ପ୍ରଥମ ସାଙ୍ଗଙ୍କୁ ଅର୍କୁଟ ମାଧ୍ୟମରେ ପାଇଥିଲେ, ଯାହା ସେତେବେଳେ ତାଙ୍କୁ “ଚମତ୍କାର ହେଲାଭଳି ଲାଗିଥିଲା”

ଉତ୍ସାହୀ ବାଇକର ବିଶାଳ କଟାରିଆ: “ମତେ କିଛି ସମୟ ଲାଗିଥିଲା ଅର୍କୁଟକୁ ଛାଡ଼ି ଫେସବୁକକୁ ଯିବାପାଇଁ କାରଣ ମୁଁ ଏଥିରେ ଖୁବ ଅଧିକ ଯୋଡ଼ିଯାଇଥିଲି, ସେ ଭାବନା ଫେସବୁକପାଇଁ କେବେ ଆସିନାହିଁ।”

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.