· ଅକ୍ଟୋବର, 2014

ଲେଖାସମୂହ ବାବଦରେ ଟେକନୋଲୋଜି (କେବେ ଠାରୁ) ଅକ୍ଟୋବର, 2014

ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

ସେପ୍ଟେମ୍ବର ୩୦ ୨୦୧୪ ରେ ଗୁଗଲ ତାର "ଅର୍କୁଟ" ସେବା ବନ୍ଦ କରିଛି । ଏହାଦ୍ଵାରା ଇତିହାସ ପାଲଟିଯାଇଛି ଜଗତର ପ୍ରଥମ ପ୍ରିୟ ସାମାଜିକ ଗଣମାଧ୍ୟମ ।

14 ଅକ୍ଟୋବର 2014

#FreeSaeed: କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ

GV ଆଡ଼ଭୋକେସି

ତାଙ୍କର ଓପନ ସୋର୍ସ ସଫ୍ଟଓଏର ବ୍ୟବହାର କରି ଅନ୍ୟମାନେ ପର୍ଣୋଗ୍ରାଫିକ ଛବି ଡାଉନଲୋଡ଼ କରୁଥିବାରୁ ସଇଦ ମାଲେକପୁର ମୂଳତଃ "ଧରାର ଅନୀତିକାରୀ ଭାବେ ପ୍ରାଣଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

12 ଅକ୍ଟୋବର 2014