ଲେଖାସମୂହ ବାବଦରେ ବିଜ୍ଞାନ

ଗୁଗୁଲ୍‌ର ଅକ୍ଷର ଚିହ୍ନିବା ସଫ୍ଟ‌ୱାର୍ ଏବେ ଦକ୍ଷିଣ ଏସିଆର ସବୁ ଭାଷା ପାଇଁ କାର୍ଯ୍ୟ କରୁଛି

ରାଇଜିଙ୍ଗ ଭଏସେସ  31 ଡିସେମ୍ବର 2015

ଗୁଗୁଲର ଓସିଆର ସଫ୍ଟଓଏର ପୃଥିବୀର ୨୪୮ରୁ ଅଧିକ ଭାଷା ପାଇଁ କାମ କରେ । ଏ ଭିତରେ ରହିଛି ପ୍ରାୟ ସମସ୍ତ ଜଣା ଦକ୍ଷିଣ ଏସୀୟ ଭାଷା । ଏହା ପୁରୁଣା ଲେଖାର ବିଶାଳ ଡିଜିଟାଲକରଣ ପାଇଁ ଆଶାସଞ୍ଚାର କରିଛି ।

୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ

ଏକ ପ୍ରକଳ୍ପ ଯାହା କିଛି ବର୍ଷ ପୂର୍ବେ ପାଖାପାଖି ସମସ୍ତଙ୍କୁ ଅଜଣା ଥିଲା ଓ ମାସିକ ପୃଷ୍ଠା ପାଠକ କିଛି ହଜାର ଯାଏଁ ସୀମିତ ଥିଲା କେବଳ ୨୦୧୫ ମାର୍ଚ ମାସରେ ଅଧୁନା ୮,୦୮,୮୩୪ ପାଠକଙ୍କ ଦ୍ଵାରା ପଢାଯାଇଛି।

ସାଉଦି ମୌଲବୀଙ୍କ ମତରେ ପୃଥିବୀ ସ୍ଥିର!

ସାଉଦି ଧର୍ମଗୁରୁ ଶେଖ ବନ୍ଦର ଅଲ-ଖାଇବରୀ ପୃଥିବୀ ଗତିଶୀଳ ବୋଲି ମାନିବାରେ ସମ୍ପୂର୍ଣ୍ଣ ବିରୋଧୀ । ଯଦି ପୃଥିବୀ ଘୂରୁଛି ଆଉ ଚୀନ ମଧ୍ୟ ଘୂରୁଛୁ, ତେବେ କିପରି ଜଣେ ଶାରଜାରୁ ଚୀନ ଯିବ ?