ଲେଖାସମୂହ ବାବଦରେ ରାଇଜିଙ୍ଗ ଭଏସେସ (କେବେ ଠାରୁ) ଜୁନ, 2015

୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ

ଏକ ପ୍ରକଳ୍ପ ଯାହା କିଛି ବର୍ଷ ପୂର୍ବେ ପାଖାପାଖି ସମସ୍ତଙ୍କୁ ଅଜଣା ଥିଲା ଓ ମାସିକ ପୃଷ୍ଠା ପାଠକ କିଛି ହଜାର ଯାଏଁ ସୀମିତ ଥିଲା କେବଳ ୨୦୧୫ ମାର୍ଚ ମାସରେ ଅଧୁନା ୮,୦୮,୮୩୪ ପାଠକଙ୍କ ଦ୍ଵାରା ପଢାଯାଇଛି।