ଲେଖାସମୂହ ବାବଦରେ ଭାରତ

ହାତୀଙ୍କ ଆକ୍ରମଣରୁ ରକ୍ଷା କରିବ ଭାରତୀୟ ବୈଜ୍ଞାନିକଙ୍କ ପ୍ରଯୁକ୍ତି ବିଦ୍ୟା

ଏକ ଛୋଟ ଦଳ ଦିନରେ ହାତୀମାନଙ୍କ ସ୍ଥିତି ବିଷୟରେ ଜାଣିଲାପରେ ସ୍ଥାନୀୟ ଟିଭି ଚାନେଲକୁ ଜଣାଇଥାନ୍ତି। ହାତୀମାନେ ବୁଲୁଥିବା କ୍ଷେତ୍ରର ୨ କି.ମି. ଦୂରତା ମଧ୍ୟରେ ରହୁଥିବା ଲୋକଙ୍କୁ ଲିଖିତ ସନ୍ଦେଶ ଦିଆଯାଇଥାଏ ।

12 ଫେବ୍ରୁଆରି 2015

ନୂଆ iOSରେ ଆପଲ ୫ଟି ଭାରତୀୟ ଭାଷା ଇନପୁଟ ପଦ୍ଧତି ଆରମ୍ଭ କଲା

ଛାମୁଆଁ କମ୍ପ୍ୟୁଟର କମ୍ପାନି ଆପଲ ନିଜର ନୂତନତମ iOS 8ର ଅଧିକ ଇନପୁଟ ପଦ୍ଧତି ଓ ଇଣ୍ଟରଫେସ ଭାଷା ଯୋଡ଼ି ନିଜ ଭାଷା ସଂଖ୍ୟା ବଢ଼ାଇଛି ।

30 ଡିସେମ୍ବର 2014

ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

ସେପ୍ଟେମ୍ବର ୩୦ ୨୦୧୪ ରେ ଗୁଗଲ ତାର "ଅର୍କୁଟ" ସେବା ବନ୍ଦ କରିଛି । ଏହାଦ୍ଵାରା ଇତିହାସ ପାଲଟିଯାଇଛି ଜଗତର ପ୍ରଥମ ପ୍ରିୟ ସାମାଜିକ ଗଣମାଧ୍ୟମ ।

14 ଅକ୍ଟୋବର 2014

ଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା

ଭ୍ରମଣ ବ୍ଲଗ “ମାଇନର ସାଇଟସ” ଦେଇଆସୁଛି ଦର୍ଶନୀୟ ଓ କିଛି ମାତ୍ରାରେ ବିପଦସଙ୍କୁଳ କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ରାଜପଥର ବିବରଣୀ ।

8 ଅକ୍ଟୋବର 2014

ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର

ହିନ୍ଦୁସ୍ତାନ ମୋଟର୍ସ ୧୯୫୮ରେ ଆରମ୍ଭ ହୋଇଥିବା ଭାରତର ପ୍ରତିଷ୍ଠିତ ହିନ୍ଦୁସ୍ତାନ ଆମ୍ବାସାଡ଼ର ଗାଡ଼ିର ଉତ୍ପାଦନକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ।

6 ଅକ୍ଟୋବର 2014

ପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ

ନିର୍ବାଚନରେ ଲୋକଙ୍କୁ ଦେଇଥିବା ଆଶ୍ଵାସନା ଓ ପ୍ରତିଶୃତି ପୂର୍ଣ୍ଣ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀକୁ ଆଧୁନିକ କରିବାପାଇଁ ଅନେକ ଖସଡା ପ୍ରସ୍ତୁତ କରିଛନ୍ତି।

28 ସେପ୍ଟେମ୍ବର 2014

ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓ

ଏହି ବର୍ଷର ଚର୍ଚ୍ଚିତ ଶ୍ରଦ୍ଧାଞ୍ଜଳି ଭିଡିଓ “ହ୍ୟାପି” ର ସିକିମ ସଂସ୍କରଣ ବହୁଜନ ଆଦୃତ ହୋଇଛି ଏହାର ଉଚ୍ଚମାନର ନିର୍ମାଣ ଶେଳୀକୁ ନେଇ ।

15 ସେପ୍ଟେମ୍ବର 2014

ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ

ରାଇଜିଙ୍ଗ ଭଏସେସ

ଓଡିଆ ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ୨,୫୦୦ ବର୍ଷର ପୁରୁଣା ଏକ ଭାଷା । ନିକଟ ଅତୀତରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଏ ଅବସରରେ ଓଡିଆ ଉଇକିପିଡିଆ ସମାଜ ଭୁବନେଶ୍ବରଠାରେ ୧୪ଟି ଓଡ଼ିଆ ବହିର CC-BY-SA ୩.0 ଲାଇସେନ୍ସରେ ବିତରଣ କରି ବିଭିନ୍ନ ଓପନ ସୋର୍ସ ସପ୍ଟଓଏର ଓ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜନସଚେତନତା ସୃଷ୍ଟି କରିଥିଲେ ।

20 ଜୁନ 2014

ସ୍ୱେଚ୍ଛାସେବୀମାନଙ୍କ ପାଇଁ ଡାକରା!

ଗ୍ଲୋବାଲ ଭଏସେସ ଏକ ଆନ୍ତର୍ଜାତିକ ସମୂହ ଯାହା ବିଶେଷ କରି ଆଗରୁ ଆନ୍ତର୍ଜାତିକ ମିଡିଆରେ ଶୁଣାଯାଇ ନଥିବା ସମ୍ବାଦମାନଙ୍କ ଉପରେ ଆଲୋକପାତ କରି ଆପଣଙ୍କ ପାଇଁ ସାରା ଜଗତର ନାଗରିକମାନଙ୍କ ତିଆରି ସମ୍ବାଦ ଆଣିଦେଇଥାଏ । ଆମେ ଏହି ଲିଙ୍ଗୁଆ ପ୍ରକଳ୍ପରେ...

19 ଜୁନ 2014