କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ଜାତୀୟ ରାଜପଥ ଦର୍ଶନୀୟ ଓ କିଛି ମାତ୍ରାରେ ଏକ ବିପଦସଙ୍କୁଳ ରାଜପଥ । ଏହି ରାସ୍ତା ଜୁନରୁ ନଭେମ୍ବର ଯାଏଁ ଯିବାଆସିବା ପାଇଁ ଖୋଲା ରହିଥାଏ । ଏହି ସଡ଼କରେ ସ୍ଥାନେ ସ୍ଥାନେ କାଦୁଅ, ଗୋଡ଼ି ଓ ଠାଏ ଠାଏ ରାସ୍ତା ନଥିଲା ଭଳି ଥାଏ । ଏକ ପାଖିଆ ଯିବା ସମ୍ବବ ଥିବା ୩,୫୨୮ ମିଟର ଉର୍ଦ୍ଧ୍ୱର ଜୋଜି ଲା ଗିରିପଥ ମଧ୍ୟ ଏକ ପ୍ରକାର ବିପଦସଙ୍କୁଳ ଯେଉଁଥିରୁ ୧୦୦୦ ମିଟର ତଳକୁ ପଡ଼ିବାର ବିପଦ ରହିଛି। ଭ୍ରମଣ ବ୍ଲଗ “ମାଇନର ସାଇଟସ” ଉପରେ ଥିବା ଭିଡ଼ିଓ ଭଳି ଅନେକ ସଡ଼କ ଯାତ୍ରାର ବିସ୍ତୃତ ବିବରଣୀ ଦେଇଆସୁଛି ।
Thanks a lot to the central government for taking necessary steps for the Talcher fertilizer...