· ସେପ୍ଟେମ୍ବର, 2016

ଲେଖାସମୂହ ବାବଦରେ ଭାରତ (କେବେ ଠାରୁ) ସେପ୍ଟେମ୍ବର, 2016

ଜଣେ ଗରିବ ଭାରତୀୟ ଚାଷୀ ତା’ ପତ୍ନୀର ମୃତଦେହକୁ କାନ୍ଧରେ ବୋହିନେବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅକ୍ଷମତାର ଚିହ୍ନ ହେଲା

"ଆମେ ଏମିତି ଏକ ଦେଶରେ ରହୁଛୁ ଯେଉଁଠି ସାମ୍ବାଦିକ ଜଣେ ଏକ ଗରୀବ ଲୋକକୁ ତା ପତ୍ନୀର ଶବକୁ ଘରକୁ ନେବାରେ ସାହାଯ୍ୟ କଲାନାହିଁ [...] ଏ ଉପରେ ଖବରଟିଏ ।"