ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର

A yellow Hindustan  ambassador taxi at Kolkata Road. Image by D Chakraborty. Copyright Demotix (27/5/2014)

କଲିକତାର ରାସ୍ତାରେ ଏକ ହଳଦିଆ ହିନ୍ଦୁସ୍ତାନ ଆମ୍ବାସାଡ଼ର. ଫଟୋ ଉଠେଇଛନ୍ତି ଡି. ଚକ୍ରବର୍ତ୍ତୀ। ସ୍ଵତ୍ଵ – ଡେମୋଟିକ୍ସ (୨୭/୫/୨୦୧୪)

ନିକଟ ଅତୀତରେ ହିନ୍ଦୁସ୍ତାନ ମୋଟର୍ସ ୧୯୫୮ରେ ଆରମ୍ଭ ହୋଇଥିବା ଭାରତର ପ୍ରତିଷ୍ଠିତ ହିନ୍ଦୁସ୍ତାନ ଆମ୍ବାସାଡ଼ର ଗାଡ଼ିର ଉତ୍ପାଦନକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି । ସୌମ୍ୟଦୀପ ଚୌଧୁରୀ “କଟିଙ୍ଗ ଦ ଚାଏ” ରେ ଏକ ଅଣଉପଚାରିକ (ଓ ଆନିମେଟେଡ) ଗୁଗଲ ଡୁଡଲ ତିଆରି କରି ଏହି ଉତ୍କୃଷ୍ଟ କାରଟିକୁ ସମ୍ମାନିତ କରିଛନ୍ତି। ଏହି କାର ଏବେ ମଧ୍ୟ ଅନେକ ଟାକ୍ସି ଚାଳକ, କିଛି ରାଜନେତା ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରିୟ ହେଇ ରହିଛି।

ନୂଆ କଥାବାର୍ତ୍ତା ଆରମ୍ଭ କରନ୍ତୁ

ଲେଖକଗଣ, ଦୟାକରି ଲଗ ଇନ »

ନିୟମାବଳୀ

  • ସମସ୍ତ ମତାମତ ଜଣେ ପରଖାଳିଙ୍କ ଦେଇ ପରଖାଯାଉଛି. ନିଜର ମତ ଥରେରୁ ଅଧିକ ଥର ପଠାନ୍ତୁ ନାହିଁ, ନଚେତ ତାହା ସ୍ପାମରେ ଗଣା ହେବ.
  • ଅନ୍ୟମାନଙ୍କ ସହ ସମ୍ମାନର ସହ ବ୍ୟବହାର କରନ୍ତୁ. ଗାଳି, ଅଭଦ୍ର ଭାଷା କିମ୍ବା ବ୍ୟକ୍ତିଗତ ଆକ୍ରମଣ ଥିବା ମତ ପ୍ରକାଶିତ ହେବ ନାହିଁ.