· ଡିସେମ୍ବର, 2015

ଲେଖାସମୂହ ବାବଦରେ ନାଗରିକ ମିଡିଆ (କେବେ ଠାରୁ) ଡିସେମ୍ବର, 2015

ଏହି ପ୍ରସଙ୍ଗଟି ପଢ଼ନ୍ତୁ

ଗୁଗୁଲ୍‌ର ଅକ୍ଷର ଚିହ୍ନିବା ସଫ୍ଟ‌ୱାର୍ ଏବେ ଦକ୍ଷିଣ ଏସିଆର ସବୁ ଭାଷା ପାଇଁ କାର୍ଯ୍ୟ କରୁଛି

ରାଇଜିଙ୍ଗ ଭଏସେସ  31 ଡିସେମ୍ବର 2015

ଗୁଗୁଲର ଓସିଆର ସଫ୍ଟଓଏର ପୃଥିବୀର ୨୪୮ରୁ ଅଧିକ ଭାଷା ପାଇଁ କାମ କରେ । ଏ ଭିତରେ ରହିଛି ପ୍ରାୟ ସମସ୍ତ ଜଣା ଦକ୍ଷିଣ ଏସୀୟ ଭାଷା । ଏହା ପୁରୁଣା ଲେଖାର ବିଶାଳ ଡିଜିଟାଲକରଣ ପାଇଁ ଆଶାସଞ୍ଚାର କରିଛି ।