· ମାର୍ଚ, 2015

ଲେଖାସମୂହ ବାବଦରେ ନାଗରିକ ମିଡିଆ (କେବେ ଠାରୁ) ମାର୍ଚ, 2015

ନୂଆ ପ୍ରଯୁକ୍ତି ଓ ଆବିଷ୍କାର ଉପରେ ମୁମ୍ବାଇର ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ମତ

  7 ମାର୍ଚ 2015

ଅଣଲାଭକାରୀ ସଂସ୍ଥା ଆତ୍ମାର ଏକ ଭିଡ଼ିଓରେ ଝିଅଟିଏ ମଣିଷକୁ ଉଡ଼ିବାପାଇଁ ସାହାଯ୍ୟ କରୁଥିବା ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ । ଆଉଜଣେ ପଇସା ସରୁନଥିବା ଟଙ୍କାମୁଣି ଉଦ୍ଭାବନ କରିବାକୁ ଚାହେଁ ।

ଆଦିବାସୀ ଟୁଇଟ ଅଷ୍ଟ୍ରେଲିଆରେ ଆନ୍ତର୍ଜାତିକ ମାତୃଭାଷା ଦିବସ ବାବଦେ ଆଲୋକପାତ କରିଛନ୍ତି

  2 ମାର୍ଚ 2015

ଉଆମୁଟ (ଟୁଇଟରରେ @kriolkantri ନାମରେ ଜଣା, ଏବଂ ଦଶ ବର୍ଷ ପୁରୁଣା ଜଣେ ବ୍ଲଗର, ଦେଶଜ ଟୁଇଟମାନ Storifyରେ ସେଆର କରିଥିଲେ: “ଫେବୃଆରୀ ୨୧ ଆନ୍ତର୍ଜାତିକ ମାତୃଭାଷା ଦିବସ ଏବଂ ଏହି ବର୍ଷ ଅଷ୍ଟ୍ରେଲିଆବାସୀ ଏହି ମହାଦେଶର ଅନେକ ଆଦିବାସୀ ଓ ଦ୍ୱୀପପୁଞ୍ଜ-ଭାଷାସମୂହ ଖୁବ ସୁନ୍ଦର ଭାବେ ପରିବେଷଣ କରିବା ସହ ସମୁଜ୍ଜଳ ହୋଇ ସୁଦ୍ଧା ଭଙ୍ଗୁର ଭାଷାଗତ ବିଭିନ୍ନତା ବାବଦେ ଜଣାଇଥିଲେ ।” Happy International #MotherLanguage Day!...