ଅନୁବାଦକ ଆବେଦନ ଫର୍ମ

ସ୍ୱେଚ୍ଛାସେବୀ ଅନୁବାଦକମାନଙ୍କ ସହଯୋଗରେ ଗ୍ଲୋବାଲ ଭଏସେସ ଲିଙ୍ଗୁଆ ପ୍ରକଳ୍ପ ଗ୍ଲୋବାଲ ଭଏସେସର କାହାଣୀମାନଙ୍କୁ ବହୁଗୁଣିତ କରିଥାଏ । ୩୦ରୁ ଅଧିକ ଭାଷାକୁ ବିଭିନ୍ନ ବିଷୟବସ୍ତୁ ଅନୁବାଦ କରି ଏହା ଅଣ-ଇଂରାଜୀ ଭାଷାଭାଷୀ ବ୍ଲଗର ଓ ପାଠକଙ୍କ ଭିତରେ ଏହା ଯୋଗାଯୋଗର ଧାରା ଖୋଲିଦିଏ । ଆମେ ଆମର ଯେକୌଣସି ଭାଷାରୁ ଇଂରାଜୀକୁ ଅନୁବାଦ କରିପାରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଖବର ଲିଖନ ପାଇଁ ଲେଖକ ଭାବେ ଯୋଗଦେବା ପାଇଁ ମଧ୍ୟ ଆମନ୍ତ୍ରଣ କରୁଛୁ … Continue reading ଅନୁବାଦକ ଆବେଦନ ଫର୍ମ