Subhransu Panda · ଜୁଲାଇ, 2014

ଇମେଲ Subhransu Panda

ନିକଟର ଲେଖାର ଲେଖକ: Subhransu Panda (କେବେ ଠାରୁ) ଜୁଲାଇ, 2014

ମିଆଁମାର ରାସାୟନିକ ଅସ୍ତ୍ର କାରଖାନା ଉପରେ ଲେଖିବାରୁ ସାମ୍ବାଦିକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଲୁକ୍କାୟିତ ରାସାୟନିକ ଅସ୍ତ୍ର କାରଖାନା ଉପରେ ସମ୍ବାଦ ପ୍ରଘଟ କରି ଗୋପନୀୟତା ନିୟମ ଭଙ୍ଗ କରିବା ଅଭିଯୋଗରେ ମିଆଁମାରରେ ସାମ୍ବାଦିକମାନଙ୍କୁ ସଶ୍ରମ କାରାଦଣ୍ଡାଦେଶ ।

ଗ୍ଲୋବାଲ ଭଏସେସ ନିର୍ଦେଶକ ମଣ୍ଡଳୀକୁ ଜୁଏନିତା ଲିଅନ୍‍ଙ୍କୁ ସ୍ବାଗତ

ସାମ୍ବାଦିକତା କେବଳ ସୂଚନାର ପରିଭାଷା ନୁହେଁ, ବରଂ ଏହା ଭାବ ବିନିମୟର ମାଧ୍ୟମ ବୋଲି କହନ୍ତି ଗ୍ଲୋବାଲ ଭଏସେସ ନିର୍ଦେଶକ ମଣ୍ଡଳୀର ନୂଆ ବୋର୍ଡ ସଦସ୍ୟ ଜୁଏନିତା ଲିଅନ୍‍ ।