ନିକଟର ଲେଖାର ଲେଖକ: Sadananda Mohapatra (କେବେ ଠାରୁ) ଫେବ୍ରୁଆରି, 2015
ସାଉଦି ମୌଲବୀଙ୍କ ମତରେ ପୃଥିବୀ ସ୍ଥିର!
ସାଉଦି ଧର୍ମଗୁରୁ ଶେଖ ବନ୍ଦର ଅଲ-ଖାଇବରୀ ପୃଥିବୀ ଗତିଶୀଳ ବୋଲି ମାନିବାରେ ସମ୍ପୂର୍ଣ୍ଣ ବିରୋଧୀ । ଯଦି ପୃଥିବୀ ଘୂରୁଛି ଆଉ ଚୀନ ମଧ୍ୟ ଘୂରୁଛୁ, ତେବେ କିପରି ଜଣେ ଶାରଜାରୁ ଚୀନ ଯିବ ?
ଅର୍ଦ୍ଧ ଶତାବ୍ଦୀର ସବୁଠୁ ବଡ ବନ୍ୟା — ଆପଣ ବୋଧହୁଏ ଶୁଣି ନ ଥିବେ
"ବେଳେବେଳେ ଆମେ ବେଶୀ ଅସୁବିଧାରେ ପକାଉନଥିବା ଜିନିଷମାନଙ୍କୁ ନେଇ ମଧ୍ୟ ହତୋତ୍ସାହିତ ହୋଇପଡ଼ୁ । ନିଜ ସାଜ ସରଞ୍ଜାମ ହଟାଇଦିଅନ୍ତୁ ନାହିଁ, କିଛି ଲୋକ ଆପଣଙ୍କ ଚିନ୍ତାକୁ ଆଧାର କରି ଜୀଅଁନ୍ତି । ଆଗକୁ ବଢ଼ିଚାଲନ୍ତୁ । "ମଲାୱୀର ବନ୍ୟା ପାଖାପାଖି ୨୦୦,୦୦୦ ଲୋକଙ୍କୁ ବାସହୀନ କରିଦେଇଛି, ସେଠାର ଶସ୍ୟ ନାଶ କରିବା ସହ ରୋଗର ଡର ଭରିଦେଇଛି । ସଦା ବନ୍ୟା କବଳରେ ରହିଥିବା ଏକ ଅଞ୍ଚଳର ଭବିଷ୍ୟତ ଆହୁରି ଭୟଙ୍କର ।"