Subhashish Panigrahi

Global Voices (GV) author, with particular interest in Rising Voices, GV Odia editor, educator and free software evangelist, originally from Odisha and based in Bangalore, India. Mozillian, long time Wikimedian, OpenGLAM Working group member and ambassador for India and currently at the Centre for Internet and Society‘s Access To Knowledge program. Works on building partnerships with GLAM institutions, universities, language research organizations, government departments and individuals for bringing more scholarly and encyclopedic content on language, culture, and history under free licenses. Learning interests in building low-cost models for academic education programs. Voiced in many language related conferences, policy and implementation discourses around open knowledge and open source.

ଇମେଲ Subhashish Panigrahi

ନିକଟର ଲେଖାର ଲେଖକ: Subhashish Panigrahi

ଏହି ପ୍ରସଙ୍ଗଟି ପଢ଼ନ୍ତୁ

କିରିଗିଜସ୍ଥାନର ଲିଙ୍ଗଗତ ହିଂସା ଓ ଅସମତା ଅସୁବିଧା କଥା ଜଣାଇବା

ରାଇଜିଙ୍ଗ ଭଏସେସ  7 ଫେବ୍ରୁଆରି 2015

RV ଅନୁଦାନ ପାଇଥିବା ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିସ୍ଥାନ ବିସକେକରେ ଲିଙ୍ଗଗତ ହିଂସା ଏବଂ ଏଚଆଇଭି/ଏଡ଼ସ ଶିକ୍ଷା ଓ ପୀଡ଼ିତଙ୍କୁ ଆପଣେଇବା ଅସୁବିଧା କଥା ଜଣାଇବା ପାଇଁ ଏକ ଯୁବ କର୍ମୀ କ୍ୟାମ୍ପ ଆୟୋଜନ କରିଥିଲେ ।

ଏହି ପ୍ରସଙ୍ଗଟି ପଢ଼ନ୍ତୁ

ପେସମରଗା ଯୋଦ୍ଧା ନାରୀ ନିଜ ପିଲାକୁ ସ୍ତନ୍ୟପାନ କରାଉଥିବାର ଫଟୋର ବ୍ୟାପକ ଖ୍ୟାତିରେ କୁରଦିସ ମିଡ଼ିଆ ବନ୍ଦୀ

କୁରଦିସ ମିଡ଼ିଆ ଅନୁଷ୍ଠାନଗଣ ଜଣେ ପେସମେରଗା ମହିଳାଙ୍କ ଫଟୋ ବାବଦୀୟ ଆଲୋଚନାରେ ବାବଦୂକ ସାଜିଛନ୍ତି । ମହିଳାଜଣକ ଏକ ସ୍ୱଂୟଚାଳିତ ବନ୍ଧୁକ ପାଖରେ ଥୋଇ ନିଜ ପିଲାଟିକୁ କ୍ଷୀର ପିଆଉଛନ୍ତି । ଫଟୋଟି ସୋସିଆଲ ନେଟୱାର୍କିଙ୍ଗ ସାଇଟମାନଙ୍କରେ ବହୁବାର ପ୍ରକାଶିତ ହୋଇ କୁରଦିସ ମହିଳାମାନଙ୍କ ଶକ୍ତି ଓ ISIS ବିରୁଦ୍ଧରେ ନାରୀ ଆନ୍ଦୋଳନକୁ ବହୁଗୁଣିତ କରିଛି । ବିଭିନ୍ନ ପାଶ୍ଚାତ୍ୟ ଦେଶମାନଙ୍କରେ ସ୍ତନ୍ୟପାନକୁ ନୀଚ ଦେଖାଉଥିବା (ନିକଟରେ ଇଉକେରେ) ବେଳେ...

ଏହି ପ୍ରସଙ୍ଗଟି ପଢ଼ନ୍ତୁ

ବଙ୍ଗଳାଦେଶରେ ଅଧମିଲିଅନ ଲୋକଙ୍କ ପାଇଁ ଇଣ୍ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ

  18 ନଭେମ୍ବର 2014

"ଏହା ସତରେ ମଜାଦାର :) ମୋ ପାଇଁ ନୂଆ ହେଲେ ବି ମୁଁ ଖୁବ ଉଲ୍ଲସିତ । ମୋ ପାଇଁ ନୂଆ ହେଲେ ବି ମନ ଉଲୁସି ଉଠୁଛି । ବଙ୍ଗଳାଦେଶରେ ଏହା ଅଧିକ ଆଗେଇ ଜଣାଶୁଣା ହେବ ବୋଲି ଆଶା..."

ଏହି ପ୍ରସଙ୍ଗଟି ପଢ଼ନ୍ତୁ

#FreeSaeed: କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ

GV ଆଡ଼ଭୋକେସି  12 ଅକ୍ଟୋବର 2014

ତାଙ୍କର ଓପନ ସୋର୍ସ ସଫ୍ଟଓଏର ବ୍ୟବହାର କରି ଅନ୍ୟମାନେ ପର୍ଣୋଗ୍ରାଫିକ ଛବି ଡାଉନଲୋଡ଼ କରୁଥିବାରୁ ସଇଦ ମାଲେକପୁର ମୂଳତଃ "ଧରାର ଅନୀତିକାରୀ ଭାବେ ପ୍ରାଣଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

ଏହି ପ୍ରସଙ୍ଗଟି ପଢ଼ନ୍ତୁ

ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓ

  15 ସେପ୍ଟେମ୍ବର 2014

ଏହି ବର୍ଷର ଚର୍ଚ୍ଚିତ ଶ୍ରଦ୍ଧାଞ୍ଜଳି ଭିଡିଓ “ହ୍ୟାପି” ର ସିକିମ ସଂସ୍କରଣ ବହୁଜନ ଆଦୃତ ହୋଇଛି ଏହାର ଉଚ୍ଚମାନର ନିର୍ମାଣ ଶେଳୀକୁ ନେଇ ।

ସ୍ୱେଚ୍ଛାସେବୀମାନଙ୍କ ପାଇଁ ଡାକରା!

ଗ୍ଲୋବାଲ ଭଏସେସ ଏକ ଆନ୍ତର୍ଜାତିକ ସମୂହ ଯାହା ବିଶେଷ କରି ଆଗରୁ ଆନ୍ତର୍ଜାତିକ ମିଡିଆରେ ଶୁଣାଯାଇ ନଥିବା ସମ୍ବାଦମାନଙ୍କ ଉପରେ ଆଲୋକପାତ କରି ଆପଣଙ୍କ ପାଇଁ ସାରା ଜଗତର ନାଗରିକମାନଙ୍କ ତିଆରି ସମ୍ବାଦ ଆଣିଦେଇଥାଏ । ଆମେ ଏହି ଲିଙ୍ଗୁଆ ପ୍ରକଳ୍ପରେ ଯୋଗଦେବା ପାଇଁ ସ୍ୱେଚ୍ଛାସେବୀ ଅନୁବାଦକମାନଙ୍କୁ ଖୋଜୁଛୁ । ଏହି ପ୍ରକଳ୍ପ ଜଗତରର ବିଶାଳତମ ଅନୁବାଦକ ମାନଙ୍କର ଓ ସର୍ବାଧିକ ସକ୍ରିୟ ସମୂହ ଭାବେ ଚର୍ଚ୍ଚିତ । ଆମେ...