Subhashish Panigrahi · ଫେବ୍ରୁଆରି, 2015

ନିକଟର ଲେଖାର ଲେଖକ: Subhashish Panigrahi (କେବେ ଠାରୁ) ଫେବ୍ରୁଆରି, 2015

କିରିଗିଜସ୍ଥାନର ଲିଙ୍ଗଗତ ହିଂସା ଓ ଅସମତା ଅସୁବିଧା କଥା ଜଣାଇବା

ରାଇଜିଙ୍ଗ ଭଏସେସ  7 ଫେବ୍ରୁଆରି 2015

RV ଅନୁଦାନ ପାଇଥିବା ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିସ୍ଥାନ ବିସକେକରେ ଲିଙ୍ଗଗତ ହିଂସା ଏବଂ ଏଚଆଇଭି/ଏଡ଼ସ ଶିକ୍ଷା ଓ ପୀଡ଼ିତଙ୍କୁ ଆପଣେଇବା ଅସୁବିଧା କଥା ଜଣାଇବା ପାଇଁ ଏକ ଯୁବ କର୍ମୀ କ୍ୟାମ୍ପ ଆୟୋଜନ କରିଥିଲେ ।