ନିକଟର ଲେଖାର ଲେଖକ: Prateek Pattanaik
ଲୋକଙ୍କୁ ନେଇ ଏଲ ସାଲଭାଡୋରର ପିସବି ଓ ପୋଟୋନ ଭାଷାକୁ ବଞ୍ଚାଇବା

"ଏଲ ସାଲଭାଡୋରର ପୋଟୋନ ଓ ପିସବି ଭାଷାଙ୍କ ପୁନରୁଜ୍ଜୀବୀକରଣ" ପ୍ରକଳ୍ପର ଏହା ପଞ୍ଚମ ଅପଡେଟ । ଏଗା ଲେଙ୍କା ଓ କାକାୱିରା ଲୋକଙ୍କ ପରିଚିତି ଦୃଢ଼ କରିବା ନିମନ୍ତେ ଓ ସେମାନଙ୍କ ମାତୃଭାଷାର ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଥିଲା ।