Diptiman Panigrahi · ଅକ୍ଟୋବର, 2014

ନିକଟର ଲେଖାର ଲେଖକ: Diptiman Panigrahi (କେବେ ଠାରୁ) ଅକ୍ଟୋବର, 2014

ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

  14 ଅକ୍ଟୋବର 2014

ସେପ୍ଟେମ୍ବର ୩୦ ୨୦୧୪ ରେ ଗୁଗଲ ତାର "ଅର୍କୁଟ" ସେବା ବନ୍ଦ କରିଛି । ଏହାଦ୍ଵାରା ଇତିହାସ ପାଲଟିଯାଇଛି ଜଗତର ପ୍ରଥମ ପ୍ରିୟ ସାମାଜିକ ଗଣମାଧ୍ୟମ ।

ଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା

  8 ଅକ୍ଟୋବର 2014

ଭ୍ରମଣ ବ୍ଲଗ “ମାଇନର ସାଇଟସ” ଦେଇଆସୁଛି ଦର୍ଶନୀୟ ଓ କିଛି ମାତ୍ରାରେ ବିପଦସଙ୍କୁଳ କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ରାଜପଥର ବିବରଣୀ ।