ଲେଖାସମୂହ (କେବେ ଠାରୁ) ଫେବ୍ରୁଆରି, 2015
ସାଉଦି ମୌଲବୀଙ୍କ ମତରେ ପୃଥିବୀ ସ୍ଥିର!
ସାଉଦି ଧର୍ମଗୁରୁ ଶେଖ ବନ୍ଦର ଅଲ-ଖାଇବରୀ ପୃଥିବୀ ଗତିଶୀଳ ବୋଲି ମାନିବାରେ ସମ୍ପୂର୍ଣ୍ଣ ବିରୋଧୀ । ଯଦି ପୃଥିବୀ ଘୂରୁଛି ଆଉ ଚୀନ ମଧ୍ୟ ଘୂରୁଛୁ, ତେବେ କିପରି ଜଣେ ଶାରଜାରୁ ଚୀନ ଯିବ ?
ହାତୀଙ୍କ ଆକ୍ରମଣରୁ ରକ୍ଷା କରିବ ଭାରତୀୟ ବୈଜ୍ଞାନିକଙ୍କ ପ୍ରଯୁକ୍ତି ବିଦ୍ୟା
ଏକ ଛୋଟ ଦଳ ଦିନରେ ହାତୀମାନଙ୍କ ସ୍ଥିତି ବିଷୟରେ ଜାଣିଲାପରେ ସ୍ଥାନୀୟ ଟିଭି ଚାନେଲକୁ ଜଣାଇଥାନ୍ତି। ହାତୀମାନେ ବୁଲୁଥିବା କ୍ଷେତ୍ରର ୨ କି.ମି. ଦୂରତା ମଧ୍ୟରେ ରହୁଥିବା ଲୋକଙ୍କୁ ଲିଖିତ ସନ୍ଦେଶ ଦିଆଯାଇଥାଏ ।
ଅର୍ଦ୍ଧ ଶତାବ୍ଦୀର ସବୁଠୁ ବଡ ବନ୍ୟା — ଆପଣ ବୋଧହୁଏ ଶୁଣି ନ ଥିବେ
"ବେଳେବେଳେ ଆମେ ବେଶୀ ଅସୁବିଧାରେ ପକାଉନଥିବା ଜିନିଷମାନଙ୍କୁ ନେଇ ମଧ୍ୟ ହତୋତ୍ସାହିତ ହୋଇପଡ଼ୁ । ନିଜ ସାଜ ସରଞ୍ଜାମ ହଟାଇଦିଅନ୍ତୁ ନାହିଁ, କିଛି ଲୋକ ଆପଣଙ୍କ ଚିନ୍ତାକୁ ଆଧାର କରି ଜୀଅଁନ୍ତି । ଆଗକୁ ବଢ଼ିଚାଲନ୍ତୁ । "ମଲାୱୀର ବନ୍ୟା ପାଖାପାଖି ୨୦୦,୦୦୦ ଲୋକଙ୍କୁ ବାସହୀନ କରିଦେଇଛି, ସେଠାର ଶସ୍ୟ ନାଶ କରିବା ସହ ରୋଗର ଡର ଭରିଦେଇଛି । ସଦା ବନ୍ୟା କବଳରେ ରହିଥିବା ଏକ ଅଞ୍ଚଳର ଭବିଷ୍ୟତ ଆହୁରି ଭୟଙ୍କର ।"
କିରିଗିଜସ୍ଥାନର ଲିଙ୍ଗଗତ ହିଂସା ଓ ଅସମତା ଅସୁବିଧା କଥା ଜଣାଇବା

RV ଅନୁଦାନ ପାଇଥିବା ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିସ୍ଥାନ ବିସକେକରେ ଲିଙ୍ଗଗତ ହିଂସା ଏବଂ ଏଚଆଇଭି/ଏଡ଼ସ ଶିକ୍ଷା ଓ ପୀଡ଼ିତଙ୍କୁ ଆପଣେଇବା ଅସୁବିଧା କଥା ଜଣାଇବା ପାଇଁ ଏକ ଯୁବ କର୍ମୀ କ୍ୟାମ୍ପ ଆୟୋଜନ କରିଥିଲେ ।