ଉଆମୁଟ (ଟୁଇଟରରେ @kriolkantri ନାମରେ ଜଣା, ଏବଂ ଦଶ ବର୍ଷ ପୁରୁଣା ଜଣେ ବ୍ଲଗର, ଦେଶଜ ଟୁଇଟମାନ Storifyରେ ସେଆର କରିଥିଲେ: “ଫେବୃଆରୀ ୨୧ ଆନ୍ତର୍ଜାତିକ ମାତୃଭାଷା ଦିବସ ଏବଂ ଏହି ବର୍ଷ ଅଷ୍ଟ୍ରେଲିଆବାସୀ ଏହି ମହାଦେଶର ଅନେକ ଆଦିବାସୀ ଓ ଦ୍ୱୀପପୁଞ୍ଜ-ଭାଷାସମୂହ ଖୁବ ସୁନ୍ଦର ଭାବେ ପରିବେଷଣ କରିବା ସହ ସମୁଜ୍ଜଳ ହୋଇ ସୁଦ୍ଧା ଭଙ୍ଗୁର ଭାଷାଗତ ବିଭିନ୍ନତା ବାବଦେ ଜଣାଇଥିଲେ ।”
ମାତୃଭାଷା ଦିବସର ଶୁଭେଚ୍ଛା! ଆମେ ନିଜ ଭାଷା ଦିନ ଯାକ ଟୁଇଟ କରୁଛୁ ଆଉ ସଗର୍ବେ ଏହି ଆନ୍ଦୋଳନରେ ଭାଗ ନେଇଛୁ:
— ଅଙ୍ଗୁକର ଲାଙ୍ଗୁଏଜ ସେଣ୍ଟର, ଫେବୃଆରୀ ୨୦, ୨୦୧୫
ଅଧିକ ଜାଣିବା ନିମନ୍ତେ ନିଜ ଭାଷାରେ #Motherlanguage ସହିତ ଟୁଇଟ କରି ଭାଷାଗତ ବିଭିନ୍ନତା ପାଳନ କରନ୍ତୁ ।