ଲେଖାସମୂହ (କେବେ ଠାରୁ) 7 ଫେବ୍ରୁଆରି 2015
କିରିଗିଜସ୍ଥାନର ଲିଙ୍ଗଗତ ହିଂସା ଓ ଅସମତା ଅସୁବିଧା କଥା ଜଣାଇବା
RV ଅନୁଦାନ ପାଇଥିବା ଗାର୍ଲ ଆକ୍ଟିଭିଷ୍ଟସ ଅଫ କିରିଗିସ୍ଥାନ ବିସକେକରେ ଲିଙ୍ଗଗତ ହିଂସା ଏବଂ ଏଚଆଇଭି/ଏଡ଼ସ ଶିକ୍ଷା ଓ ପୀଡ଼ିତଙ୍କୁ ଆପଣେଇବା ଅସୁବିଧା କଥା ଜଣାଇବା ପାଇଁ ଏକ ଯୁବ କର୍ମୀ କ୍ୟାମ୍ପ ଆୟୋଜନ କରିଥିଲେ ।