- ଓଡ଼ିଆରେ Global Voices - https://or.globalvoices.org -

ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର

ଶ୍ରେଣୀ: ଦକ୍ଷିଣ ଏସିଆ, ଭାରତ, History, କଳା ଓ ଚଳଣି, ନାଗରିକ ମିଡିଆ, ଭ୍ରମଣ
A yellow Hindustan  ambassador taxi at Kolkata Road. Image by D Chakraborty. Copyright Demotix (27/5/2014) [1]

କଲିକତାର ରାସ୍ତାରେ ଏକ ହଳଦିଆ ହିନ୍ଦୁସ୍ତାନ ଆମ୍ବାସାଡ଼ର. ଫଟୋ ଉଠେଇଛନ୍ତି ଡି. ଚକ୍ରବର୍ତ୍ତୀ। ସ୍ଵତ୍ଵ – ଡେମୋଟିକ୍ସ (୨୭/୫/୨୦୧୪)

ନିକଟ ଅତୀତରେ ହିନ୍ଦୁସ୍ତାନ ମୋଟର୍ସ ୧୯୫୮ରେ ଆରମ୍ଭ ହୋଇଥିବା ଭାରତର ପ୍ରତିଷ୍ଠିତ ହିନ୍ଦୁସ୍ତାନ ଆମ୍ବାସାଡ଼ର ଗାଡ଼ିର [2] ଉତ୍ପାଦନକୁ ସ୍ଥଗିତ ରଖିବାର [3] ନିଷ୍ପତ୍ତି ନେଇଛି । ସୌମ୍ୟଦୀପ ଚୌଧୁରୀ “କଟିଙ୍ଗ ଦ ଚାଏ” [4]ରେ ଏକ ଅଣଉପଚାରିକ (ଓ ଆନିମେଟେଡ) ଗୁଗଲ ଡୁଡଲ [5] ତିଆରି କରି ଏହି ଉତ୍କୃଷ୍ଟ କାରଟିକୁ ସମ୍ମାନିତ କରିଛନ୍ତି। ଏହି କାର ଏବେ ମଧ୍ୟ ଅନେକ ଟାକ୍ସି ଚାଳକ, କିଛି ରାଜନେତା ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରିୟ ହେଇ ରହିଛି।