20 ଜୁନ 2014

ଲେଖାସମୂହ (କେବେ ଠାରୁ) 20 ଜୁନ 2014

ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ

ରାଇଜିଙ୍ଗ ଭଏସେସ  20 ଜୁନ 2014

ଓଡିଆ ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ୨,୫୦୦ ବର୍ଷର ପୁରୁଣା ଏକ ଭାଷା । ନିକଟ ଅତୀତରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଏ ଅବସରରେ ଓଡିଆ ଉଇକିପିଡିଆ ସମାଜ ଭୁବନେଶ୍ବରଠାରେ ୧୪ଟି ଓଡ଼ିଆ ବହିର CC-BY-SA ୩.0 ଲାଇସେନ୍ସରେ ବିତରଣ କରି ବିଭିନ୍ନ ଓପନ ସୋର୍ସ ସପ୍ଟଓଏର ଓ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜନସଚେତନତା ସୃଷ୍ଟି କରିଥିଲେ ।