ଲେଖାସମୂହ ବାବଦରେ ଦକ୍ଷିଣ ଏସିଆ

ନୂଆ ପ୍ରଯୁକ୍ତି ଓ ଆବିଷ୍କାର ଉପରେ ମୁମ୍ବାଇର ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ମତ

  7 ମାର୍ଚ 2015

ଅଣଲାଭକାରୀ ସଂସ୍ଥା ଆତ୍ମାର ଏକ ଭିଡ଼ିଓରେ ଝିଅଟିଏ ମଣିଷକୁ ଉଡ଼ିବାପାଇଁ ସାହାଯ୍ୟ କରୁଥିବା ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ । ଆଉଜଣେ ପଇସା ସରୁନଥିବା ଟଙ୍କାମୁଣି ଉଦ୍ଭାବନ କରିବାକୁ ଚାହେଁ ।

ହାତୀଙ୍କ ଆକ୍ରମଣରୁ ରକ୍ଷା କରିବ ଭାରତୀୟ ବୈଜ୍ଞାନିକଙ୍କ ପ୍ରଯୁକ୍ତି ବିଦ୍ୟା

  12 ଫେବ୍ରୁଆରି 2015

ଏକ ଛୋଟ ଦଳ ଦିନରେ ହାତୀମାନଙ୍କ ସ୍ଥିତି ବିଷୟରେ ଜାଣିଲାପରେ ସ୍ଥାନୀୟ ଟିଭି ଚାନେଲକୁ ଜଣାଇଥାନ୍ତି। ହାତୀମାନେ ବୁଲୁଥିବା କ୍ଷେତ୍ରର ୨ କି.ମି. ଦୂରତା ମଧ୍ୟରେ ରହୁଥିବା ଲୋକଙ୍କୁ ଲିଖିତ ସନ୍ଦେଶ ଦିଆଯାଇଥାଏ ।

ବଙ୍ଗଳାଦେଶରେ ଅଧମିଲିଅନ ଲୋକଙ୍କ ପାଇଁ ଇଣ୍ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ

  18 ନଭେମ୍ବର 2014

"ଏହା ସତରେ ମଜାଦାର :) ମୋ ପାଇଁ ନୂଆ ହେଲେ ବି ମୁଁ ଖୁବ ଉଲ୍ଲସିତ । ମୋ ପାଇଁ ନୂଆ ହେଲେ ବି ମନ ଉଲୁସି ଉଠୁଛି । ବଙ୍ଗଳାଦେଶରେ ଏହା ଅଧିକ ଆଗେଇ ଜଣାଶୁଣା ହେବ ବୋଲି ଆଶା..."

ଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା

  8 ଅକ୍ଟୋବର 2014

ଭ୍ରମଣ ବ୍ଲଗ “ମାଇନର ସାଇଟସ” ଦେଇଆସୁଛି ଦର୍ଶନୀୟ ଓ କିଛି ମାତ୍ରାରେ ବିପଦସଙ୍କୁଳ କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ରାଜପଥର ବିବରଣୀ ।

ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର

  6 ଅକ୍ଟୋବର 2014

ହିନ୍ଦୁସ୍ତାନ ମୋଟର୍ସ ୧୯୫୮ରେ ଆରମ୍ଭ ହୋଇଥିବା ଭାରତର ପ୍ରତିଷ୍ଠିତ ହିନ୍ଦୁସ୍ତାନ ଆମ୍ବାସାଡ଼ର ଗାଡ଼ିର ଉତ୍ପାଦନକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ।

ପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ

  28 ସେପ୍ଟେମ୍ବର 2014

ନିର୍ବାଚନରେ ଲୋକଙ୍କୁ ଦେଇଥିବା ଆଶ୍ଵାସନା ଓ ପ୍ରତିଶୃତି ପୂର୍ଣ୍ଣ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀକୁ ଆଧୁନିକ କରିବାପାଇଁ ଅନେକ ଖସଡା ପ୍ରସ୍ତୁତ କରିଛନ୍ତି।

ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓ

  15 ସେପ୍ଟେମ୍ବର 2014

ଏହି ବର୍ଷର ଚର୍ଚ୍ଚିତ ଶ୍ରଦ୍ଧାଞ୍ଜଳି ଭିଡିଓ “ହ୍ୟାପି” ର ସିକିମ ସଂସ୍କରଣ ବହୁଜନ ଆଦୃତ ହୋଇଛି ଏହାର ଉଚ୍ଚମାନର ନିର୍ମାଣ ଶେଳୀକୁ ନେଇ ।

ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ

ରାଇଜିଙ୍ଗ ଭଏସେସ  20 ଜୁନ 2014

ଓଡିଆ ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ୨,୫୦୦ ବର୍ଷର ପୁରୁଣା ଏକ ଭାଷା । ନିକଟ ଅତୀତରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଏ ଅବସରରେ ଓଡିଆ ଉଇକିପିଡିଆ ସମାଜ ଭୁବନେଶ୍ବରଠାରେ ୧୪ଟି ଓଡ଼ିଆ ବହିର CC-BY-SA ୩.0 ଲାଇସେନ୍ସରେ ବିତରଣ କରି ବିଭିନ୍ନ ଓପନ ସୋର୍ସ ସପ୍ଟଓଏର ଓ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜନସଚେତନତା ସୃଷ୍ଟି କରିଥିଲେ ।