· ମେ, 2017

ଲେଖାସମୂହ ବାବଦରେ ଦକ୍ଷିଣ ଏସିଆ (କେବେ ଠାରୁ) ମେ, 2017

ଏହି ପ୍ରସଙ୍ଗଟି ପଢ଼ନ୍ତୁ

ଓଡ଼ିଆ ଭାଷାର ଜନସ୍ରୋତ ଆଧାରିତ ଉଇକିଅଭିଧାନ ପ୍ରକଳ୍ପ ପାଇଁ ଏକ ନୂଆ ଅଡ଼ିଓ ଅପଲୋଡ଼ିଂ ଉପକରଣ

ରାଇଜିଙ୍ଗ ଭଏସେସ  9 ମେ 2017

ଓଡ଼ିଆ ଭାଷା ପାଇଁ ଉତ୍ସାହୀ ଜଣେ ଗ୍ଲୋବାଲ ଭଏସେସ ଯୋଗଦାନକାରୀ ଉଇକିଅଭିଧାନ ଭଳି ପ୍ରକଳ୍ପରେ ଶବ୍ଦଗୁଡ଼ିକର ରେକର୍ଡ଼ିଂ ଓ ମୁକ୍ତ ଲାଇସେନ୍ସରେ ସେଗୁଡ଼ିକର ଅପଲୋଡ଼ କରିବା ପାଇଁ ଏକ ଓପନ ସୋର୍ସ ସମାଧାନ ଗଢ଼ିଛନ୍ତି ।