ସମସ୍ତ ଭାଷା ଉପରେ ଦେଖୁଛନ୍ତି? ଜଗତର ନାଗରିକ ମିଡିଆ ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ଆମେ ଗ୍ଲୋବାଲ ଭଏସେସ କାହାଣୀମାନ ଅନୁବାଦ କରିଥାଉ ।

ଲେଖାସମୂହ ବାବଦରେ ଏସିଆ

ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର

ହିନ୍ଦୁସ୍ତାନ ମୋଟର୍ସ ୧୯୫୮ରେ ଆରମ୍ଭ ହୋଇଥିବା ଭାରତର ପ୍ରତିଷ୍ଠିତ ହିନ୍ଦୁସ୍ତାନ ଆମ୍ବାସାଡ଼ର ଗାଡ଼ିର ଉତ୍ପାଦନକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ।

6 ଅକ୍ଟୋବର 2014

ପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ

ନିର୍ବାଚନରେ ଲୋକଙ୍କୁ ଦେଇଥିବା ଆଶ୍ଵାସନା ଓ ପ୍ରତିଶୃତି ପୂର୍ଣ୍ଣ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀକୁ ଆଧୁନିକ କରିବାପାଇଁ ଅନେକ ଖସଡା ପ୍ରସ୍ତୁତ କରିଛନ୍ତି।

28 ସେପ୍ଟେମ୍ବର 2014

ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓ

ଏହି ବର୍ଷର ଚର୍ଚ୍ଚିତ ଶ୍ରଦ୍ଧାଞ୍ଜଳି ଭିଡିଓ “ହ୍ୟାପି” ର ସିକିମ ସଂସ୍କରଣ ବହୁଜନ ଆଦୃତ ହୋଇଛି ଏହାର ଉଚ୍ଚମାନର ନିର୍ମାଣ ଶେଳୀକୁ ନେଇ ।

15 ସେପ୍ଟେମ୍ବର 2014

ମିଆଁମାର ରାସାୟନିକ ଅସ୍ତ୍ର କାରଖାନା ଉପରେ ଲେଖିବାରୁ ସାମ୍ବାଦିକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଲୁକ୍କାୟିତ ରାସାୟନିକ ଅସ୍ତ୍ର କାରଖାନା ଉପରେ ସମ୍ବାଦ ପ୍ରଘଟ କରି ଗୋପନୀୟତା ନିୟମ ଭଙ୍ଗ କରିବା ଅଭିଯୋଗରେ ମିଆଁମାରରେ ସାମ୍ବାଦିକମାନଙ୍କୁ ସଶ୍ରମ କାରାଦଣ୍ଡାଦେଶ ।

24 ଜୁଲାଇ 2014

ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ

ରାଇଜିଙ୍ଗ ଭଏସେସ

ଓଡିଆ ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ୨,୫୦୦ ବର୍ଷର ପୁରୁଣା ଏକ ଭାଷା । ନିକଟ ଅତୀତରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଏ ଅବସରରେ ଓଡିଆ ଉଇକିପିଡିଆ ସମାଜ ଭୁବନେଶ୍ବରଠାରେ ୧୪ଟି ଓଡ଼ିଆ ବହିର CC-BY-SA ୩.0 ଲାଇସେନ୍ସରେ ବିତରଣ କରି ବିଭିନ୍ନ ଓପନ ସୋର୍ସ ସପ୍ଟଓଏର ଓ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜନସଚେତନତା ସୃଷ୍ଟି କରିଥିଲେ ।

20 ଜୁନ 2014

ସ୍ୱେଚ୍ଛାସେବୀମାନଙ୍କ ପାଇଁ ଡାକରା!

ଗ୍ଲୋବାଲ ଭଏସେସ ଏକ ଆନ୍ତର୍ଜାତିକ ସମୂହ ଯାହା ବିଶେଷ କରି ଆଗରୁ ଆନ୍ତର୍ଜାତିକ ମିଡିଆରେ ଶୁଣାଯାଇ ନଥିବା ସମ୍ବାଦମାନଙ୍କ ଉପରେ ଆଲୋକପାତ କରି ଆପଣଙ୍କ ପାଇଁ ସାରା ଜଗତର ନାଗରିକମାନଙ୍କ ତିଆରି ସମ୍ବାଦ ଆଣିଦେଇଥାଏ । ଆମେ ଏହି ଲିଙ୍ଗୁଆ ପ୍ରକଳ୍ପରେ...

19 ଜୁନ 2014