ଲେଖାସମୂହ ବାବଦରେ ଏସିଆ

ନୂଆ ପ୍ରଯୁକ୍ତି ଓ ଆବିଷ୍କାର ଉପରେ ମୁମ୍ବାଇର ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ମତ

ଅଣଲାଭକାରୀ ସଂସ୍ଥା ଆତ୍ମାର ଏକ ଭିଡ଼ିଓରେ ଝିଅଟିଏ ମଣିଷକୁ ଉଡ଼ିବାପାଇଁ ସାହାଯ୍ୟ କରୁଥିବା ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ । ଆଉଜଣେ ପଇସା ସରୁନଥିବା ଟଙ୍କାମୁଣି ଉଦ୍ଭାବନ କରିବାକୁ ଚାହେଁ ।

7 ମାର୍ଚ 2015

ଆଦିବାସୀ ଟୁଇଟ ଅଷ୍ଟ୍ରେଲିଆରେ ଆନ୍ତର୍ଜାତିକ ମାତୃଭାଷା ଦିବସ ବାବଦେ ଆଲୋକପାତ କରିଛନ୍ତି

ଉଆମୁଟ (ଟୁଇଟରରେ @kriolkantri ନାମରେ ଜଣା, ଏବଂ ଦଶ ବର୍ଷ ପୁରୁଣା ଜଣେ ବ୍ଲଗର, ଦେଶଜ ଟୁଇଟମାନ Storifyରେ ସେଆର କରିଥିଲେ: “ଫେବୃଆରୀ ୨୧ ଆନ୍ତର୍ଜାତିକ ମାତୃଭାଷା ଦିବସ ଏବଂ ଏହି ବର୍ଷ ଅଷ୍ଟ୍ରେଲିଆବାସୀ ଏହି ମହାଦେଶର ଅନେକ ଆଦିବାସୀ ଓ...

2 ମାର୍ଚ 2015

ସାଉଦି ମୌଲବୀଙ୍କ ମତରେ ପୃଥିବୀ ସ୍ଥିର!

ସାଉଦି ଧର୍ମଗୁରୁ ଶେଖ ବନ୍ଦର ଅଲ-ଖାଇବରୀ ପୃଥିବୀ ଗତିଶୀଳ ବୋଲି ମାନିବାରେ ସମ୍ପୂର୍ଣ୍ଣ ବିରୋଧୀ । ଯଦି ପୃଥିବୀ ଘୂରୁଛି ଆଉ ଚୀନ ମଧ୍ୟ ଘୂରୁଛୁ, ତେବେ କିପରି ଜଣେ ଶାରଜାରୁ ଚୀନ ଯିବ ?

18 ଫେବ୍ରୁଆରି 2015

ହାତୀଙ୍କ ଆକ୍ରମଣରୁ ରକ୍ଷା କରିବ ଭାରତୀୟ ବୈଜ୍ଞାନିକଙ୍କ ପ୍ରଯୁକ୍ତି ବିଦ୍ୟା

ଏକ ଛୋଟ ଦଳ ଦିନରେ ହାତୀମାନଙ୍କ ସ୍ଥିତି ବିଷୟରେ ଜାଣିଲାପରେ ସ୍ଥାନୀୟ ଟିଭି ଚାନେଲକୁ ଜଣାଇଥାନ୍ତି। ହାତୀମାନେ ବୁଲୁଥିବା କ୍ଷେତ୍ରର ୨ କି.ମି. ଦୂରତା ମଧ୍ୟରେ ରହୁଥିବା ଲୋକଙ୍କୁ ଲିଖିତ ସନ୍ଦେଶ ଦିଆଯାଇଥାଏ ।

12 ଫେବ୍ରୁଆରି 2015

ପେସମରଗା ଯୋଦ୍ଧା ନାରୀ ନିଜ ପିଲାକୁ ସ୍ତନ୍ୟପାନ କରାଉଥିବାର ଫଟୋର ବ୍ୟାପକ ଖ୍ୟାତିରେ କୁରଦିସ ମିଡ଼ିଆ ବନ୍ଦୀ

କୁରଦିସ ମିଡ଼ିଆ ଅନୁଷ୍ଠାନଗଣ ଜଣେ ପେସମେରଗା ମହିଳାଙ୍କ ଫଟୋ ବାବଦୀୟ ଆଲୋଚନାରେ ବାବଦୂକ ସାଜିଛନ୍ତି । ମହିଳାଜଣକ ଏକ ସ୍ୱଂୟଚାଳିତ ବନ୍ଧୁକ ପାଖରେ ଥୋଇ ନିଜ ପିଲାଟିକୁ କ୍ଷୀର ପିଆଉଛନ୍ତି । ଫଟୋଟି ସୋସିଆଲ ନେଟୱାର୍କିଙ୍ଗ ସାଇଟମାନଙ୍କରେ ବହୁବାର ପ୍ରକାଶିତ ହୋଇ...

9 ଜାନୁଆରି 2015

ନୂଆ iOSରେ ଆପଲ ୫ଟି ଭାରତୀୟ ଭାଷା ଇନପୁଟ ପଦ୍ଧତି ଆରମ୍ଭ କଲା

ଛାମୁଆଁ କମ୍ପ୍ୟୁଟର କମ୍ପାନି ଆପଲ ନିଜର ନୂତନତମ iOS 8ର ଅଧିକ ଇନପୁଟ ପଦ୍ଧତି ଓ ଇଣ୍ଟରଫେସ ଭାଷା ଯୋଡ଼ି ନିଜ ଭାଷା ସଂଖ୍ୟା ବଢ଼ାଇଛି ।

30 ଡିସେମ୍ବର 2014

ବଙ୍ଗଳାଦେଶରେ ଅଧମିଲିଅନ ଲୋକଙ୍କ ପାଇଁ ଇଣ୍ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ

"ଏହା ସତରେ ମଜାଦାର :) ମୋ ପାଇଁ ନୂଆ ହେଲେ ବି ମୁଁ ଖୁବ ଉଲ୍ଲସିତ । ମୋ ପାଇଁ ନୂଆ ହେଲେ ବି ମନ ଉଲୁସି ଉଠୁଛି । ବଙ୍ଗଳାଦେଶରେ ଏହା ଅଧିକ ଆଗେଇ ଜଣାଶୁଣା ହେବ ବୋଲି ଆଶା..."

18 ନଭେମ୍ବର 2014

ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

ସେପ୍ଟେମ୍ବର ୩୦ ୨୦୧୪ ରେ ଗୁଗଲ ତାର "ଅର୍କୁଟ" ସେବା ବନ୍ଦ କରିଛି । ଏହାଦ୍ଵାରା ଇତିହାସ ପାଲଟିଯାଇଛି ଜଗତର ପ୍ରଥମ ପ୍ରିୟ ସାମାଜିକ ଗଣମାଧ୍ୟମ ।

14 ଅକ୍ଟୋବର 2014

#FreeSaeed: କାରାଗାରରେ ଜଣେ ଇରାନି ୱେବ ଡେଭେଲପରଙ୍କର ଷଷ୍ଠ ବର୍ଷ

GV ଆଡ଼ଭୋକେସି

ତାଙ୍କର ଓପନ ସୋର୍ସ ସଫ୍ଟଓଏର ବ୍ୟବହାର କରି ଅନ୍ୟମାନେ ପର୍ଣୋଗ୍ରାଫିକ ଛବି ଡାଉନଲୋଡ଼ କରୁଥିବାରୁ ସଇଦ ମାଲେକପୁର ମୂଳତଃ "ଧରାର ଅନୀତିକାରୀ ଭାବେ ପ୍ରାଣଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

12 ଅକ୍ଟୋବର 2014

ଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା

ଭ୍ରମଣ ବ୍ଲଗ “ମାଇନର ସାଇଟସ” ଦେଇଆସୁଛି ଦର୍ଶନୀୟ ଓ କିଛି ମାତ୍ରାରେ ବିପଦସଙ୍କୁଳ କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ରାଜପଥର ବିବରଣୀ ।

8 ଅକ୍ଟୋବର 2014