ଲେଖାସମୂହ ବାବଦରେ ଏସିଆ

ନ‌କଲି ହ୍ୱାଟ‌୍‌ସଆପ ଆଉ ଫେସବୁକ ବାର୍ତ୍ତାକୁ ଧରିବା ପାଇଁ ଭାରତୀୟ ‘ଟେକି’ କାମ କରୁଛନ୍ତି

GV ଆଡ଼ଭୋକେସି

ଅନେକ ନୂଆ ବ୍ୟବହାରକାରୀ ଏବେ ବି ବିଶ୍ୱସନୀୟ ଓ ମିଛ ବା ଘାତକ ସ୍ରୋତ ଭିତର ତଫାତ ବାରିଜାଣନ୍ତିନାହିଁ ।

1 ଜୁନ 2017

ଓଡ଼ିଆ ଭାଷାର ଜନସ୍ରୋତ ଆଧାରିତ ଉଇକିଅଭିଧାନ ପ୍ରକଳ୍ପ ପାଇଁ ଏକ ନୂଆ ଅଡ଼ିଓ ଅପଲୋଡ଼ିଂ ଉପକରଣ

ରାଇଜିଙ୍ଗ ଭଏସେସ

ଓଡ଼ିଆ ଭାଷା ପାଇଁ ଉତ୍ସାହୀ ଜଣେ ଗ୍ଲୋବାଲ ଭଏସେସ ଯୋଗଦାନକାରୀ ଉଇକିଅଭିଧାନ ଭଳି ପ୍ରକଳ୍ପରେ ଶବ୍ଦଗୁଡ଼ିକର ରେକର୍ଡ଼ିଂ ଓ ମୁକ୍ତ ଲାଇସେନ୍ସରେ ସେଗୁଡ଼ିକର ଅପଲୋଡ଼ କରିବା ପାଇଁ ଏକ ଓପନ ସୋର୍ସ ସମାଧାନ ଗଢ଼ିଛନ୍ତି ।

9 ମେ 2017

ଜଣେ ଗରିବ ଭାରତୀୟ ଚାଷୀ ତା’ ପତ୍ନୀର ମୃତଦେହକୁ କାନ୍ଧରେ ବୋହିନେବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅକ୍ଷମତାର ଚିହ୍ନ ହେଲା

"ଆମେ ଏମିତି ଏକ ଦେଶରେ ରହୁଛୁ ଯେଉଁଠି ସାମ୍ବାଦିକ ଜଣେ ଏକ ଗରୀବ ଲୋକକୁ ତା ପତ୍ନୀର ଶବକୁ ଘରକୁ ନେବାରେ ସାହାଯ୍ୟ କଲାନାହିଁ [...] ଏ ଉପରେ ଖବରଟିଏ ।"

11 ସେପ୍ଟେମ୍ବର 2016

ଭାରତର ପର୍ଣ୍ଣ ଅଟକ କିପରି ଓଲଟା ଅସୁବିଧା ଟାଣି ସାରା ଦେଶକୁ ଏକ କରିଦେଲା

GV ଆଡ଼ଭୋକେସି

କଟୁ ସମାଲୋଚନା କାରଣରୁ ଭାରତର ପର୍ଣ୍ଣୋଗ୍ରାଫି ବିଷୟବସ୍ତୁ ଥିବା ସାଇଟମାଙ୍କ ଉପରେ ସପ୍ତାହେ ଭିତରେ ଅଟକ ଉଠିଗଲା । କିନ୍ତୁ ସରକାରଙ୍କ ଉପରେ ନିନ୍ଦା ଏବେବି ଚାଲିଛି ।

9 ଅଗଷ୍ଟ 2015

ଏଡ଼େ ସୁଆଦିଆ ଛୁଟିଦିନ ଯାହା ସହିହୁଏନା

ଭାରତୀୟ ରାଜ୍ୟ ଓଡ଼ିଶାର ଟୁଇଟର ବ୍ୟବହାରକାରୀଗଣ ନିଜ ରାଜ୍ୟ ରାନ୍ଧଣା ରସଗୋଲାର ପ୍ରଚାର ପାଇଁ ଏକ ଦିନବ୍ୟାପୀ ଅଭିଯାନ ଆରମ୍ଭ କରିଛନ୍ତି ।

4 ଅଗଷ୍ଟ 2015

୧୩ ବର୍ଷର ସ୍ଵେଚ୍ଛାସେବୀ ଅବଦାନ ପାଳନ କରିବାକୁ ପ୍ରସ୍ତୁତ ଓଡ଼ିଆ ଉଇକିପିଡ଼ିଆ

ରାଇଜିଙ୍ଗ ଭଏସେସ

ଏକ ପ୍ରକଳ୍ପ ଯାହା କିଛି ବର୍ଷ ପୂର୍ବେ ପାଖାପାଖି ସମସ୍ତଙ୍କୁ ଅଜଣା ଥିଲା ଓ ମାସିକ ପୃଷ୍ଠା ପାଠକ କିଛି ହଜାର ଯାଏଁ ସୀମିତ ଥିଲା କେବଳ ୨୦୧୫ ମାର୍ଚ ମାସରେ ଅଧୁନା ୮,୦୮,୮୩୪ ପାଠକଙ୍କ ଦ୍ଵାରା ପଢାଯାଇଛି।

22 ଜୁନ 2015

ନୂଆ ପ୍ରଯୁକ୍ତି ଓ ଆବିଷ୍କାର ଉପରେ ମୁମ୍ବାଇର ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ମତ

ଅଣଲାଭକାରୀ ସଂସ୍ଥା ଆତ୍ମାର ଏକ ଭିଡ଼ିଓରେ ଝିଅଟିଏ ମଣିଷକୁ ଉଡ଼ିବାପାଇଁ ସାହାଯ୍ୟ କରୁଥିବା ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ । ଆଉଜଣେ ପଇସା ସରୁନଥିବା ଟଙ୍କାମୁଣି ଉଦ୍ଭାବନ କରିବାକୁ ଚାହେଁ ।

7 ମାର୍ଚ 2015

ଆଦିବାସୀ ଟୁଇଟ ଅଷ୍ଟ୍ରେଲିଆରେ ଆନ୍ତର୍ଜାତିକ ମାତୃଭାଷା ଦିବସ ବାବଦେ ଆଲୋକପାତ କରିଛନ୍ତି

ଉଆମୁଟ (ଟୁଇଟରରେ @kriolkantri ନାମରେ ଜଣା, ଏବଂ ଦଶ ବର୍ଷ ପୁରୁଣା ଜଣେ ବ୍ଲଗର, ଦେଶଜ ଟୁଇଟମାନ Storifyରେ ସେଆର କରିଥିଲେ: “ଫେବୃଆରୀ ୨୧ ଆନ୍ତର୍ଜାତିକ ମାତୃଭାଷା ଦିବସ ଏବଂ ଏହି ବର୍ଷ ଅଷ୍ଟ୍ରେଲିଆବାସୀ ଏହି ମହାଦେଶର ଅନେକ ଆଦିବାସୀ ଓ...

2 ମାର୍ଚ 2015

ସାଉଦି ମୌଲବୀଙ୍କ ମତରେ ପୃଥିବୀ ସ୍ଥିର!

ସାଉଦି ଧର୍ମଗୁରୁ ଶେଖ ବନ୍ଦର ଅଲ-ଖାଇବରୀ ପୃଥିବୀ ଗତିଶୀଳ ବୋଲି ମାନିବାରେ ସମ୍ପୂର୍ଣ୍ଣ ବିରୋଧୀ । ଯଦି ପୃଥିବୀ ଘୂରୁଛି ଆଉ ଚୀନ ମଧ୍ୟ ଘୂରୁଛୁ, ତେବେ କିପରି ଜଣେ ଶାରଜାରୁ ଚୀନ ଯିବ ?

18 ଫେବ୍ରୁଆରି 2015