ଲେଖାସମୂହ ବାବଦରେ ଭ୍ରମଣ (କେବେ ଠାରୁ) ଅକ୍ଟୋବର, 2014
ଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା
ଭ୍ରମଣ ବ୍ଲଗ “ମାଇନର ସାଇଟସ” ଦେଇଆସୁଛି ଦର୍ଶନୀୟ ଓ କିଛି ମାତ୍ରାରେ ବିପଦସଙ୍କୁଳ କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ରାଜପଥର ବିବରଣୀ ।
ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର
ହିନ୍ଦୁସ୍ତାନ ମୋଟର୍ସ ୧୯୫୮ରେ ଆରମ୍ଭ ହୋଇଥିବା ଭାରତର ପ୍ରତିଷ୍ଠିତ ହିନ୍ଦୁସ୍ତାନ ଆମ୍ବାସାଡ଼ର ଗାଡ଼ିର ଉତ୍ପାଦନକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ।