· ଅକ୍ଟୋବର, 2014

ଲେଖାସମୂହ ବାବଦରେ History (କେବେ ଠାରୁ) ଅକ୍ଟୋବର, 2014

ଅନିଚ୍ଛାସତ୍ଵେ ଭାରତୀୟମାନେ ଅର୍କୁଟକୁ ବିଦାୟ ଦେଲେ

ସେପ୍ଟେମ୍ବର ୩୦ ୨୦୧୪ ରେ ଗୁଗଲ ତାର "ଅର୍କୁଟ" ସେବା ବନ୍ଦ କରିଛି । ଏହାଦ୍ଵାରା ଇତିହାସ ପାଲଟିଯାଇଛି ଜଗତର ପ୍ରଥମ ପ୍ରିୟ ସାମାଜିକ ଗଣମାଧ୍ୟମ ।

14 ଅକ୍ଟୋବର 2014

ବିଦାୟ ହିନ୍ଦୁସ୍ତାନ ଆମ୍ବାସାଡ଼ର

ହିନ୍ଦୁସ୍ତାନ ମୋଟର୍ସ ୧୯୫୮ରେ ଆରମ୍ଭ ହୋଇଥିବା ଭାରତର ପ୍ରତିଷ୍ଠିତ ହିନ୍ଦୁସ୍ତାନ ଆମ୍ବାସାଡ଼ର ଗାଡ଼ିର ଉତ୍ପାଦନକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ।

6 ଅକ୍ଟୋବର 2014